ସହିଦ ଯବାନଙ୍କ ମରଶରୀରକୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ

ଭଲ ହେବା ପରେ ପୁଣି ନକ୍ସଲଙ୍କୁ ମାରିବି : ଆହତ ଯବାନ ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଅନ୍ତର୍ଗତ କୁତୁଲ ଜଂଗଲରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟରେ ସହିଦ ହୋଇଥିବା ଯବାନଙ୍କ ପାର୍ଥୀବ ଶରୀରକୁ ମୁଖ୍ୟମନ୍ତ୍ରୀ ବିଷ୍ଣଦେବ ସାଏ କାନ୍ଧ ଦେଇଛନ୍ତି। ଏହା ପୂର୍ବରୁ ସେ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ପହଞ୍ଚି ସହିଦ ଯବାନଙ୍କ ପାର୍ଥୀବ ଶରୀରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ସହିଦ ନିତେଶ … Continue reading ସହିଦ ଯବାନଙ୍କ ମରଶରୀରକୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ